ରାଜ୍ୟରେ ଆଉ ୮୪କରୋନା ଆକ୍ରାନ୍ତ ସୁସ୍ଥ…

- Advertisement -

ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ କରୋନା ପଜିଟିଭ ।ସେମାନେ
ଗଞ୍ଜାମ-୨୪,ଯାଜପୁର-୧୮,ବାଲେଶ୍ବର-୧୧,କଟକର-୭,ଭଦ୍ରକର-୬,କେନ୍ଦ୍ରାପଡ଼ା-୫,ଖୋର୍ଦ୍ଧା-୪,ପୁରୀ-୪,ସୁନ୍ଦରଗଡ଼-୧,ନୟାଗଡ଼-୨,ମୟୂରଭଞ୍ଜ-୨ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା ୭୩୩ରେ ପହଁଚିଲା। ଏହାସହ ୧,୫୧୭ ପଜିଟିଭ୍‌ଙ୍କ ଭିତରୁ ୭ ମୃତ, ୭୭୭ ଚିକିତ୍ସିତ ହେଉଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles