ଆରପାରିରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତ…

- Advertisement -

ଭୁବନେଶ୍ୱର : ସବୁବେଳେ ଗରିବ ଲୋକଙ୍କ ସେବାରେ ସାରା ଜୀବନ ସମର୍ପିତ କରିଥିଲେ। ସେ ହେଉଛନ୍ତି ବିଶିଷ୍ଠ ଶିଶୁ ରୋଗ  ବିଶେଷଜ୍ଞ ଅକ୍ଷୟ ରାଉତ। ସେ ଆଉ ନାହାନ୍ତି। ୭୨ ବର୍ଷ ବୟସରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଆଜି ଦେହାନ୍ତ ହୋଇଛି। ୧୯୭୨ ମସିହାରେ ଏସସିବିରେ ପାଠ ପଠା ଶେଷ କରିଥିଲେ। ତାପରେ ଓଡ଼ିଶାର ଜଣେ ଶିଶୁ ରୋଗ ବିଶେଷଜ୍ଞ ଭାବେ ପ୍ରତିଷ୍ଠିତ ହୋଇଥିଲେ। ସେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ।ଏବେ ତାଙ୍କର ତିନି ଝିଅ ଅଛନ୍ତି।ସେଥିମଧ୍ୟରୁ ବଡ ଝିଅ ଏବେ ମିଶନ ଶକ୍ତିର ନିର୍ଦ୍ଦେଶିକା। ଆଇଏସ ସୁଜାତା କେର୍ତ୍ତିକେୟାନ ପାଣ୍ଡିଆନ।ଏହା ସହ ତାଙ୍କର ଆଉ ଦୁଇ ଝିଅ ମଧ୍ୟ ରହିଛନ୍ତି।ତାଙ୍କର ଦେହାନ୍ତ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ଜାଣିଛନ୍ତି। ଶ୍ରୀ ରାଉତ ହେଉଛନ୍ତି 5ଟି ସଚିବ ଭି. କେ ପାଣ୍ଡିଆନଙ୍କ ଶଶୁର l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles