ନବୀନଙ୍କ ଫୋକସରେ  ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର

- Advertisement -

ଭୁବନେଶ୍ୱର : ଶୁକ୍ରବାରଠାରୁ ପୁନର୍ବାର ଆରମ୍ଭ ହେବ ପୁରୀ ଓ ଭୁବନେଶ୍ୱରର ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ l  ଭିଡ଼ିଓ କନ୍ଫରେନ୍ସିଂରେ କାର୍ଯ୍ୟର ସମୀକ୍ଷା କରିବା ସହ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l  ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପୁଣି ଶୁକ୍ରବାର ଠାରୁ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l କୋରନା ଭାଇରସ ଯୋଗୁଁ 2 ମାସ ବନ୍ଦ ରହିଥିଲା ଉନ୍ନୟନ କାର୍ଯ୍ୟ l ବୈଠକରେ ମୁଖ୍ୟଶାସନ ସଚିବ, ଅସିତ ତ୍ରିପାଠୀ, ଉନ୍ନୟନ କମିଶନ ସୁରେଶ ମହାପାତ୍ର, 5 ଟି ସଚିବ ଭି. କେ ପାଣ୍ଡିଆନ, ପୁର୍ତ୍ତ ସଚିବ କ୍ରିଷନ କୁମାର, ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ପୁରୀ ଜିଲ୍ଲାପାଳ ଏବଂ ଏସ୍ପି ଉପସ୍ଥିତ ଥିଲେ l  ପୁରୀ ଏବେ ନୂଆ ରୂପ ନେଇଛି l ଏହି ସୌନ୍ଦର୍ଯ୍ୟ କାମ ପୁଣି ଥରେ ଜୋରଦାର କରିବା ଉପରେ ମୁଖ୍ୟମନ୍ତ୍ରୀ ଫୋକସ କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles