୧୧ଟି ସହରରେ ହେବ ରିଙ୍ଗରୋଡ଼ …

0
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଫୋକସରେ ଏବେ ସହରାଞ୍ଚଳ । ଏକ ଲକ୍ଷରର ଅଧିକ ଲୋକବାସ କରୁô୍ବା ସହରରେ ହେବ ରିଙ୍ଗରୋଡ଼ । ଏନେଇ ଖୁବଶୀଘ୍ର ରୂପରେଖ ପ୍ରସ୍ତୁତ କରାଯିବା...

ଅରୁଣଙ୍କ ବିଜୁବାଣୀ : ଲାଞ୍ଚୁଆଙ୍କୁ ଧର , ମତେ ଜଣାଅ

0
ଭୁବନେଶ୍ୱର : ପଂଚମ ପାଳିଲେ ନବୀନ ୫-ଟି ନୀତିକୁ ମନ୍ତ୍ରୀଙ୍କ ଠାରୁ ସଚିବ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ପ୍ରଶାସନିକ ସେବାରେ ସ୍ୱଚ୍ଛତା ଆଣିବା ସହ ସରକାରୀ ଅଫିସରେ ଯେପରି...

ବିଜେପୁର ପିଚରେ ଅରୁଣ : ଖେଳିଲେ ଓ ମନ କିଣିଲେ

0
ବିଜେପୁର : ନିଜର ସ୍ୱଭାବ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଯୁବ ମନ୍ତ୍ରୀ ଅରୁଣ ସାହୁ l ବିଜେପୁରରେ ନିଜର ନିଆରା ଢଙ୍ଗରେ ଯୁବଗୋଷ୍ଠୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି...

ବିଜେପୁରରେ ମଞ୍ଜି ପୋତିଲେ ଧର୍ମେନ୍ଦ୍ର : ପ୍ରମିଳା କହିଲେ 35ହଜାର ରେ ଜିତିବୁ

0
ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି l ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ପଚାର କରି ନବୀନଙ୍କୁ ପ୍ରଶ୍ନ ପଚାରିଛନ୍ତି l ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ...

77ରେ ବିଗ ବି…

0
ଭୁବନେଶ୍ୱର : ବଲିଉଡ୍‌ର ରାଜା ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଜି ୭୭ତମ ଜନ୍ମଦିନ। ୧୯୪୨ ମସିହାରେ ଆଜିର ଦିନରେ ଆହ୍ଲାବାଦରେ ଜନ୍ମ ହୋଇଥିଲେ ଏହି ସୁପର୍‌ଷ୍ଟାର୍। ବିଗ...

ବିଜେପୁରରେ କେଉଁ ଦଳରେ କିଏ ଚାଣକ୍ୟ, ପଢନ୍ତୁ ଏହି ରିର୍ପୋଟ

0
ଭୁବନେଶ୍ୱର :ଅକ୍ଟୋବର ୨୧ ତାରିଖର ବିଜେପୁରେ ଉପ ନିର୍ବାଚନ । ଅଢେଇ ବର୍ଷରେ ତୃତୀୟ ନିର୍ବାଚନ ହେବାକୁ ଯାଉଛି ବିଜେପୁରରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ...

ବିଜେପୁରରେ ନବୀନଙ୍କ ବିରୋଧରେ କହିବେ ତ ଧର୍ମେନ୍ଦ୍ର ?

0
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରେ ବଦଳିଛି ବିଜେଡ଼ି-ବିଜେପି ସର୍ମ୍ପକ । ନିକଟତର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ । ରାଜ୍ୟସଭା...

ବିଜେପୁର ନିର୍ବାଚନ : ଘରକଳିକୁ ନେଇ ଅକଳରେ ବିରୋଧୀ

0
ଭୁବନେଶ୍ୱର : ଅକ୍ଟୋବର 21 ତାରିଖରେ ବିଜେପୁର ଉପ -ନିର୍ବାଚନ l ହାତରେ ଆଉ ମାତ୍ର 11 ଦିନ l ଜମିଲାଣି ପ୍ରଚାର l ହେଲେ ବିରୋଧୀ କ୍ୟାମ୍ଫ ଘର...

ବିଜେପୁରରେ ବିରୋଧୀଙ୍କୁ ଚିନ୍ତା ଅନ୍ତଦ୍ୱନ୍ଦ !

0
ଭୁବନେଶ୍ୱର : ଅକ୍ଟୋବର ୨୧ ତାରିଖର ବିଜେପୁର ଉପ ନିର୍ବାଚନ । ବିଜେପୁର ଉପ ନିର୍ବାଚନ ଲାଗି ସରଗରମ ରାଜ୍ୟ ରାଜନୀତି । କିଏ ଜିତିବି ବିଜେପୁର ବାଜି ।...

ଶୁଭ ଦଶହରା….

0
ଭୁବନେଶ୍ୱର : ଆଜି ଦଶହରା l ଅସତ୍ୟ ଉପରେ ସତ୍ୟର ବିଜୟ l ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ବିଗ ନ୍ୟୁଜ ଓଡିଶା ପରିବାର...

Follow us

20,832FansLike
0FollowersFollow
14,700SubscribersSubscribe

Latest news