ଗଞ୍ଜାମକୁ ଛୁଇଁଲା କରୋନା……

- Advertisement -

ଭୁବନେଶ୍ୱର : ରାଜ୍ୟରେ ଆଉ ୨ ଜଣ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି l ପ୍ରଥମ ଥର ଗଞ୍ଜାମ ଜିଲ୍ଲାରୁ ୨ କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ଯରେ ୧୬ଟି ଜିଲ୍ଲାରୁ ଛୁଇଁଲା କୋରୋନା ଆକ୍ରାନ୍ତ । ରାଜ୍ଯରେ ସମୁଦାୟ ୧୫୯ ଜଣ କୋରୋନା ରୋଗୀ ଚିହ୍ନଟ । ଆଜି ସମୁଦାୟ 2065 ନମୁନା ପରୀକ୍ଷା କରାଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles