ଭୁବନେଶ୍ୱରକୁ ଟପିଲା ଯାଜପୁର : ୪୮ ରେ ପହଁଚିଲା କରୋନା ଆକ୍ରାନ୍ତ

- Advertisement -

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ ଆଉ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିନ୍ତାର ବିଷୟ ହେଉଛି ସେ ମଧ୍ୟ ଯାଜପୁର ଜିଲ୍ଲାର ବରୀ ବ୍ଲକ୍ ର।ତାଙ୍କ ବୟସ ୬୧ ବର୍ଷ ।ତାଙ୍କର ମଧ୍ୟ କଲିକତା ଲିଙ୍କ୍ ରହିଛି। ଆଜି ଗୋଟିଏ ଦିନରେ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୪୮ଛୁଇଁଲା କରୋନା ସଂଖ୍ୟା।ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଁଚିଲା। ଏବେ ଓଡ଼ିଶାର କରୋନା ହଟ ଷ୍ପଟ ପାଲଟିଛି ଯାଜପୁର ଜିଲ୍ଲା । ଏବେ ଭୁବନେଶ୍ୱରକୁ ଅତିକ୍ରମ କରି ଓଡ଼ିଶାର ଅଧିକ କରୋନା ଆକ୍ରାନ୍ତ ଜିଲ୍ଲା ହୋଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles