ଗଂଜାମ ପରେ ଝାରସୁଗୁଡାରେ ଆଉ ଜଣେ କରୋନା ଆକ୍ରାନ୍ତ @୧୬୦

- Advertisement -

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ ଆଉ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଝାରସୁଗୁଡା ଜିଲ୍ଲାର ।ତାଙ୍କ ପୂର୍ବରୁ ଆଜି ପ୍ରଥମ ଥର ପାଇଁ ଗଞ୍ଜାମକୁ ଛୁଇଁଛି କରୋନା ।ସେଠାରେ ୨ ଜଣଙ୍କୁ କରୋନା ଚିହ୍ନଟ କରାଯାଇଛି।ଆଜି ଏପର୍ଯ୍ୟନ୍ତ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଁଚିଲା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles