କେନ୍ଦ୍ରାପଡାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

- Advertisement -

କେନ୍ଦ୍ରାପଡା : ଗତକାଲି ରାତିରେ ରାଜ୍ୟରେ ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଜଣେ ମହିଳା କେନ୍ଦ୍ରାପଡା ଜିଲ୍ଲାର ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ତାଙ୍କର ପୂର୍ବରୁ ବାହାର ରାଜ୍ୟକୁ ଯାଇଥିଵାର ଟ୍ରାକ ହିଷ୍ଟରୀ ରହିଛି।ତାଙ୍କ ସଂସ୍ପଶରେ ଆସିଥିବା ସବୁ ଲୋକକୁ ଏବେ ପୋଲିସ ଷ୍ଟେସ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫୪ କରୋନା ପୋଜିଟିଭ ଚିହ୍ନଟ ହୋଇସାରିଲେଣି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles