ସୁନ୍ଦରଗଡ଼ରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

- Advertisement -

ଭୁବନେଶ୍ୱର : ଗତକାଲି ରାତିରେ ରାଜ୍ୟରେ ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଦୁଇଜଣ ସୁନ୍ଦରଗଡର ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି । ହେଲେ ଏଯାଏଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫୪ କରୋନା ପୋଜିଟିଭ ଚିହ୍ନଟ ହୋଇସାରିଲେଣି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles