ଦେଶରେ ୨୪ ଘଣ୍ଟାରେ ୭୪୬୬ ଜଣ କରୋନା ଆକ୍ରାନ୍ତ ଚିହ୍ମଟ…

- Advertisement -

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ ।
ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ଗତ ୨୪ ଘଣ୍ଟାରେ ୭୪୬୬ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୭୫ ଜଣ ପ୍ରାଣ ହରାଇଛନ୍ତି ଓ ୩୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏ ଯାଏ ଭାରତରେ ୧,୬୫,୭୯୯କୁ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଆଉ ୪୭୦୬ ଜଣଙ୍କର ମୃତ୍ୟୁ ହୋଇଛି ଓ ୭୧,୧୦୫ ଲୋକ ସୁସ୍ଥ ହେଲେଣି। ଏହାସହ ସକ୍ରିୟ ସଂକ୍ରମିତ ୮୯,୯୮୭ ଜଣ ଅଛନ୍ତି।ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles