ବିଜେଡି ୩୦ ସାଙ୍ଗଠନିକ ଜିଲାରେ ଗାନ କରିବ ବନ୍ଦେ ଉତ୍କଳ ଜନନୀ…..

- Advertisement -

ଭୁବନେଶ୍ୱର : ରାଜ୍ୟ ବାସି କୋରନା କୁ ମୁକାବିଲା କରୁଥିବା ବେଳେ।କୋରୋନ ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବା ପାଇଁ ଦେଶ ଭିତରେ ରହୁଥିବା ଓଡ଼ିଆ ମାନେ କୋଭିଡ୍ ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇଁ ବନ୍ଦେଉତ୍କଳ ଜନନୀ କୁ ସାମୁହିକ ଗାନ କରାଯିବ । ଏଥିରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସହ ବିଜେଡି ର ୩୦ ସାଙ୍ଗଠନିକ ଜିଲାରେ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ କହିଛନ୍ତି ।ଏହି ଅବକାଶ ରେ ନବୀନ ସରକାରଙ୍କ ୧ ବର୍ଷ ପୁର୍ତି ,୫ଥର ପାଇଁ ବିପୁଳ ଭୋଟରେ ନବୀନ ବାବୁଙ୍କୁ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି ।୪ଟି ବିପର୍ଯ୍ୟୟ କୁ ମୁକାବିଲା କରିଛୁ ।ଫୋନି ବୁଲୁବୁଲୁ ଅମ୍ପାନ ଓ କୋରନା କୁ ଅତ୍ୟନ୍ତ ସଫଳତା ର ସହ ନବୀନ ମୁକାବିଲା କରିଛନ୍ତି ।ସ୍ଵାଧୀନତା ର ଅନେକ ବର୍ଷ ପରେ ଏମିତି ଏକ ଲୋକାଭିମୁଖୀ ସରକାର ରହିଛି ମୋର ସରକାର ଓ ୫ଟି,ଜଗନ୍ନାଥ ,ଲିଙ୍ଗରାଜ ବଳଦେବ ଜିଉ,ସମ୍ବଲପୁର ମାଣିକେଶ୍ଵରୀ , ଗଞ୍ଜାମ ର ତାରାତାରିଣୀ ,ଉପରେ ଫୋକସ କରିଛନ୍ତି ।ସ୍ଵସ୍ୟ ସେବାରେ ଉଛତର ନେବା ପାଇଁ କଟକ ହସପିଟାଲ କୁ ନବିକରଣ ସହ ୩୦ ଜିଲ୍ଲାରେ ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ।୩୦ ଜିଲ୍ଲା ସହ ୨ ସାଙ୍ଗଠନିକ ଜିଲ୍ଲା ସହ ସମସ୍ତ ଆଇକନିକ ସ୍ତାନରେ ବନ୍ଦେଉତ୍କଳ ଜନନୀ ଗାନ କରାଯିବ ।ଆହ୍ଵାନ ଯଥେଷ୍ଟ ଅଧିକ ,ଦାଇତ୍ଵ ନେବା ପରେ ୭ଦିନ ପରେ ଫନି ,୧ବର୍ଷ ମଧ୍ୟରେ ୪ ଟି ବିପତ୍ତି କୁ ମୁକାବିଲା କରିଛନ୍ତି ।ଏସମୟରେ କୋରୋନା କୁ ମୁକାବିଲା କରୁଛେ ,ବର୍ତ୍ତମାନ ରାଜନୈତିକ ବୟାନବାଜି ଗ୍ରହଣୀୟ ନୁହେଁ ।ସବୁ ରାଜନୈତିକ ଦଳ ସମସ୍ତେ ଏକଜୁଟ ହେବା ଉଚିତ ବୋଲି ସେ କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles