ଓଡ଼ିଶା ଲୋକ ମୋଦିଙ୍କ କାର୍ଯ୍ୟରେ ବେଶୀ ସନ୍ତୁଷ୍ଟ: ସି ଭୋଟର ସର୍ଭେ…

- Advertisement -

ଭୁବନେଶ୍ୱର: ସି ଭୋଟର ସର୍ଭେ ପକ୍ଷରୁ ଆଜି ଏକ ରିପୋର୍ଟ ପ୍ରକାଶ ପାଇଛି।ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେଉଁ ରାଜ୍ୟରେ କେତେ ପ୍ରତିଶତ ଲୋକ ପସନ୍ଦ କରନ୍ତି ତାର ତଥ୍ୟ ସାମ୍ନାକୁ ଆସିଛି । ସେଥିରୁ ଜଣାପଡ଼ିଛି ଓଡ଼ିଶାରେ ସବୁଠାରୁ ଅଧିକା ଲୋକ ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଅଣ ବିଜେପି ରାଜ୍ୟରେ ମୋଦିଙ୍କୁ ଲୋକ ଅଧିକ ପସନ୍ଦ କରୁଛନ୍ତି। ତେବେ ଆସନ୍ତୁ ଦେଖୁବା କେଉଁ ରାଜ୍ୟରେ କେତେ ପ୍ରତିଶତ ଲୋକ ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ –
ଓଡ଼ିଶା : 95:73%
ହିମାଚଳ ପ୍ରଦେଶ : ୯୩.୯୫%
ଛତିଶଗଡ଼ : ୯୨.୭୩%
ଆନ୍ଧ୍ରପ୍ରଦେଶ : ୮୩.୬%
ଝାରଖଣ୍ଡ : ୮୨.୯୭%
କର୍ଣ୍ଣାଟକ : ୮୨.୫୬%
ଗୁଜୁରାଟ : ୭୬.୪୨%
ଆସାମ : ୭୪.୫୯%
ତେଲେଙ୍ଗାନା : ୭୧.୫୧%
ମହାରାଷ୍ଟ୍ର : ୭୧.୪୮%
ପଶ୍ଚିମବଙ୍ଗ : ୬୪.୦୬%
ଉତରପ୍ରଦେଶ : ୬୦.୬୮%
ଦିଲ୍ଲୀ : ୬୦.୩୫%
ବିହାର : ୫୮.୪୮%
ଉତରାଖଣ୍ଡ : ୫୩.୫୩%
ଗୋଆ : ୫୨.୫୪%
ହରିୟାଣା : ୫୧.୨୫%
ଜାମ୍ମୁକାଶ୍ମୀର : ୫୦.୨୩%
କେରଳ : ୩୨.୮୯%
ତାମିଲନାଡ଼ୁ : ୩୧.୧୫%

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles