ମନୋଜ ତିୱାରୀଙ୍କୁ ବଦଳାଇ ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି

- Advertisement -

ନୂଆଦିଲ୍ଲୀ : ଆଜି ବଦଳିଲେ ଦିଲ୍ଲୀ ବିଜେପି ସଭାପତି । ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତାଙ୍କୁ ବିଜେପି ଦାୟିତ୍ୱ ଦେଇଛି ।ଦିଲ୍ଲୀ ବିଧାନସଭା ନିର୍ବାଚନ ପରାଜୟ ପରେ ମନୋଜ ତିୱାରୀଙ୍କ ବଦଳି କରିବା ଆଶଙ୍କା ଦେଖାଦେଇଥିଲା। ବିଭିନ୍ନ ସମୟରେ ମନୋଜ ବିବାଦୀୟ ବୟାନ ଦେଇ ଦଳକୁ ପ୍ରଶ୍ନ ଘରରେ ଛିଡା କରିବାର ନଜିର ମଧ୍ୟ ରହିଛି। ଏବେ ଦେଶ କରୋନା ଲଢ଼ୁଛି। ଏହି ସମୟରେ ଦଳୟ ନେତୃତ୍ୱ ପରିବର୍ତ୍ତନ ଅନେକଙ୍କୁ ଚକିତ କରିଛି। ଆଉ ଚର୍ଚ୍ଚା ମଧ୍ୟ ସୃଷ୍ଟି କରିଛି। ତେବେ ଏନେଇ ପାର୍ଟି ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles