ଦେଶରେ ନବୀନ ପୁଣି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ : ସି ଭୋଟର ସର୍ଭେ

- Advertisement -

ଭୁବନେଶ୍ୱର : ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ ନବୀନଙ୍କୁ  ଓଡିଶାର  ଅଧିକ ଲୋକ ପସନ୍ଦ କରିଛନ୍ତି । ପୂର୍ବରୁ ମଧ୍ୟ ନବୀନ ପଟ୍ଟନାୟକ ଦେଶରେ ଶ୍ରେଷ୍ଠ ପ୍ରଶାସକ ଓ ନମ୍ବର 1 ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି। ଲୋକଙ୍କ ହିତରେ ସବୁବେଳେ କାମ କରୁଥିବା ନବୀନ ସରକାର ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ସବୁବେଳେ ପ୍ରଶଂସା ପାଉଛନ୍ତି l 20ବର୍ଷ ଧରି ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ରହି ନବୀନ ଓଡିଶା ବାସୀଙ୍କ ସେବା କରୁଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles