ଗ୍ରୀନ ଜୋନରେ ଗଡିବ ବସ : ପରିବହନ ମନ୍ତ୍ରୀ

- Advertisement -

ଭୁବନେଶ୍ୱର :ଗ୍ରୀନ ଯୋନରେ ବସ ଗଡ଼ିବା ନେଇ ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି l ତେଣୁ ଏବେ ଗ୍ରୀନ ଜୋନରେ ଗଡିବ ବସ l ଏଥିଲାଗି ଭଡ଼ାକୁ ଦୁଇ ଗୁଣିତ କରିବା ପାଇଁ ବ୍ୟବସ୍ଥା ହୋଇଛି lଯେହେତୁ ଗ୍ରୀନ ଯୋନ ରେଡ଼ ଯୋନ ହୋଇଯାଉଛି ତେଣୁ ବସ ଚଳାଚଳ କରି ପାରୁନି ସେଥିପାଇଁ ଏପରି ନିଷ୍ପତି ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି l ଦିନେ କି ଦୁଇ ଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେl ତେବେ
ସରକାରୀ ଅଧିକାରୀଙ୍କ ଯିବା ଆସିବା ପାଇଁ ବସ ଚଳାଇବେ ରାଜ୍ୟ ସରକାର l ଆସନ୍ତା କାଲି ଠୁ ଏହି ସେବା ଆରମ୍ଭ ହେବ l କଟକରୁ ଭୁବନେଶ୍ୱର କୁ ଗୋଟିଏ ବସ ଚଳାଯିବ ଓ ଭଡା 30 ଟଙ୍କା ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles