ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଘୋଷଣା କଲେ ମୋଦୀ

- Advertisement -

ନୂଆଦିଲ୍ଲୀ : ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହି ପରିପେକ୍ଷ ସେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଏହାର ସବିଶେଷ ତଥ୍ୟ ଅର୍ଥମନ୍ତ୍ରୀ ଦିନ ଦୁଇ ଦିନ ଭିତରେ ଦେଶବାସୀଙ୍କୁ ଜଣାଇବେ। ଏହା ସହ ନୂଆ ରଙ୍ଗ ନୂଆ ରୂପରେ ଲକ୍ ଡାଉନ ୪.୦ ଆସିବ ବୋଲି ସୂଚନା ଦେଇଛନ୍ତି ।ମେ ମାସ ୧୮ ତାରିଖ ପୂର୍ବରୁ ଏହି ନିୟମକୁ ସରକାର ଘୋଷଣା କରିବେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles