ବିଜେପୁରରେ ରୀତା-ସନତ-ଦିଲ୍ଲୀପ ଲଢେଇ

- Advertisement -

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନରେ ଏଥର ବିଜେଡ଼ିର ରୀତା ସାହୁ, କଂଗ୍ରେସର ଦିଲ୍ଲୀପ ପଣ୍ଡା ଓ ବିଜେପିର ଓ ସତନ ଗଡ଼ତିଆଙ୍କ ମଧ୍ୟରେ ଲଢେଇ ହେବାର ସମ୍ଭାବନା ରହିଛି । ଏକଥା ସତ ଯେ କଂଗ୍ରେସ କେବଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ହେଲେ ବିଜେପି ସନତ ଓ ବିଜେଡ଼ି ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ଏକ ରକମର ନିଶ୍ଚିତ । ତେଣୁ ବିଜେପୁରରେ ଏଥର ତ୍ରୀମୁଖୀ ଲଢେଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୧୮ ଉପ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁରରେ ବିଜେଡ଼ି-ବିଜେପି ମଧ୍ୟର କଡ଼ା ଟକ୍କର ହୋଇଥିଲା । ହେଲେ ଏଥର କଂଗ୍ରେସ ବି କିଛି କମ ନୁହେଁ ତାହା ବିଜେପୁର ଅଂଚଳରେ ଚର୍ଚ୍ଚା ହେଉଛି । ସବୁ ଦଳ ଗଡ଼ ଜିତିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles