ଟିକସ ବଢିଲା, ଜୋରିମାନା କମିଲା…

- Advertisement -

ଭୁବନେଶ୍ୱର : ନୂଆ ପରିବହନ ଆଇନ୍ ଲାଗୁ ପରେ ଫାଇନ ଆଦାୟ
ଟିକସ ବଢ଼ିଛି ହେଲେ ଜରିମାନା କମିଛି।ସେପଟେମ୍ବର ଓ ଅକ୍ଟୋବର ଦୁଇ ମାସରେ ଜରିମାନା ଆଦାୟ ହୋଇଛି ୧୩ କୋଟି ୮୫ ଲକ୍ଷ। ଗତ ବର୍ଷ ଏହି ଦୁଇ ମାସ ରେ ଆଦାୟ ହୋଇଥିଲା ୨୦ କୋଟି ୬ ଲକ୍ଷ। ଦୁଇ ମାସ ରେ ଟିକସ ଆଦାୟ ହୋଇଛି ୨୪୪ କୋଟି ୬୪ ଲକ୍ଷ। ଗତ ବର୍ଷ ଏହି ଦୁଇ ମାସ ରେ ଆଦାୟ ହୋଇଥିଲା ୨୦୨ କୋଟି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles