ଜାଗା ଖାତାକୁ ଫେରିଲା ଟଙ୍କା…

ଭୁବନେଶ୍ୱର : ଜାଗା ଖାତାକୁ ଫେରିଲା ଟଙ୍କା l  ଆଜି ଶ୍ରୀମନ୍ଦିର SBI ଆକାଉଣ୍ଟକୁ ଫେରିଛି ୩୮୯ କୋଟି ଟଙ୍କା I ଇ- ଟ୍ରାନ୍ସଫର ମାଧ୍ୟମରେ ଆକାଉଣ୍ଟକୁ ଫେରିଛି ଟଙ୍କା I ବାକି ୧୫୬ କୋଟି ଟଙ୍କା ମାର୍ଚ୍ଚ ୩୦ରେ ଫେରିବ I YES BANK ର ବରିଷ୍ଠ ଉପସଭାପତି ଜୟଦେବ ଦାସ ଚିଠି ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଜଣାଇଛନ୍ତି l ମୋଟ 545କୋଟି yes bank ରେ ଅଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles