ଜାଗା ଟଙ୍କା ଫେରିବା ପରେ କେଉଁ ଦଳ କଣ କହିଲା?.

- Advertisement -
  1. ଭୁବନେଶ୍ୱର : ଜାଗା ଟଙ୍କା ଫେରିବା ପରେ ରାଜ୍ୟର 3 ପ୍ରମୁଖ ଦଳ ମତ ଦେଇଛନ୍ତି l ଜଗନ୍ନାଥଙ୍କ ଟଙ୍କା ଫେରିବା ପ୍ରସଙ୍ଗ । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ : ସବୁ ଟଙ୍କା ଫେରିବା ଦରକାର । ଚାପ ଆଗରେ ସରକାର ମୁଣ୍ଡ ନୁଆଇଲେ । ।ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।କାହିଁକି private bank ରେ ଥିଲା ।

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ : ଜଗନ୍ନାଥଙ୍କ ସବୁ ଟଙ୍କା ଫେରିବା । ବରୋଧୀ ସରକାରଙ୍କ କୌଣସି ଭଲ କାମକୁ ଗ୍ରହଣ କରନ୍ତିନି ।ଖାଲି ସରକାରଙ୍କୁ ଦୋଷ ଦିଅନ୍ତି । ଗୃହ କମିଟି ଏବେ କଣ କରିବ ସେନେଇ ବାଚସ୍ପତି ନିସ୍ପତି ନେବେ । କରନା ପାଇଁ କମିଟି ବୈଠକ ସ୍ଥଗିତ ଅଛି । ବିଜେପି ଓଲଟା କଥା କହୁଛି ।ତାଙ୍କର ନିଜ ଭିତରେ ପଡୁନି l
ପୃଥ୍ୱୀରାଜ ହରିଚନ୍ଦନ : କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ବିଭିନ୍ନ ବ୍ୟାଙ୍କ Yes ବ୍ୟାଙ୍କକୁ ସକ୍ଷମ କରିବାରେ ଲାଗି ପଡ଼ିଲେ। ଆମ ପ୍ରଶ୍ନ ଏବେ ବି ରହିବ ଯେ-
ସରକାରୀ ନିର୍ଦେଶନାମାରେ ବାରଣ ଥିବା ସତ୍ତ୍ୱେ କାହିଁକି yes ବ୍ୟାଙ୍କରେ ଟଙ୍କା ରଖାଗଲା।
କିଏ ରଖିଲା, କିଏ ରାଷ୍ଟ୍ରାୟତ ବ୍ୟାଙ୍କରୁ ଟଙ୍କା ଉଠାଇ yes ବ୍ୟାଙ୍କରେ ରଖିଲା। କେଉଁ ଅଧିକାରୀ ସମ୍ପୃକ୍ତ, ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବା ସରକାର।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles