ନବୀନଙ୍କ ପଦକ୍ଷେପକୁ ଅନୁକରଣ କର : ପ୍ରଧାନମନ୍ତ୍ରୀ

- Advertisement -

ଭୁବନେଶ୍ୱର : କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ସୋସିଆଲ ମେଡିଆରେ ଟ୍ୱଇଟ କରି ପ୍ରଧାନମନ୍ତ୍ରୀ ଉପରେ ପ୍ରସଂଶା କରିଛନ୍ତି l କରୋନା ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସେ ପ୍ରସଂଶା କରିଛନ୍ତି l କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିଛନ୍ତି l ସଂଧ୍ୟା ଏହି ପ୍ରସଂଶା ରାଜ୍ୟ ସରକାରକୁ କାମ କରିବା ପାଇଁ ଆହୁରି ଉତ୍ସାହିତ କରିବ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles