ବିଜେଡ଼ରେ ଭି. ରବି ନାରାୟଣ ରାଜୁ..

- Advertisement -

ଭୁବନେଶ୍ୱର : ବିଜେଡିର ମିଶିଲେ ଭି. ରବି ନାରାୟଣ ରାଜୁ। କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେଇଛନ୍ତି । ତାଙ୍କ ସହ ଦିଗପହଣ୍ଡିର 500 କଂଗ୍ରେସ କର୍ମୀ ବି ମିଶିଲେ। 2009ରେ ଦିଗପହଣ୍ଡିରୁ କଂଗ୍ରେସ ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ରାଜୁ। ପୂର୍ବରୁ ଦୁଇ ଦୁଇ ଥର ଦିଗପହଣ୍ଡି nac ଅଧ୍ୟକ୍ଷ ବି ଥିଲେ। କଂଗ୍ରେସରେ କିଛି କାର୍ଯ୍ୟକ୍ରମ ନାହିଁ। ନବୀନଙ୍କ ଆଦର୍ଶ ଓ ଭଲ କାମ ପାଇଁ ବିଜେଡ଼ରେ ମିସିଥିବା କହିଲେ। ଯିଏ ହି ବିକାଶ ପାଇଁ କାମ କରିବ, ତାକୁ ସମର୍ଥନ ମିଳିବ l ନବୀନ ନିବାସରେ ନିଜର ସମର୍ଥକଙ୍କ ଶୋଭାଯାତ୍ରାରେ ଆସି ମିଶିଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles