ପିଟରସନଙ୍କୁ ମୁହଁ ଚୁପ କରାଇଲେ ବିରାଟ….

- Advertisement -

ନୂଆଦିଲ୍ଲୀ : ଟୁଇଟର କମେଣ୍ଟକୁ ନେଇ ସାମ୍ନା ସାମ୍ନା ହେଲେ ହେଲେ ବିରାଟ କୋହଲି ଓ କେଭିନ ପିଟରସନ। ବିରାଟ ଏକ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଏଥିରେ ପିଟରସନ ନିଜ ଦାଢୀର ଯତ୍ନ ନିଅ ବୋଲି କଟାକ୍ଷ କରିଥିଲେ। ତାର ପ୍ରତିଉତ୍ତରରେ କୋହଲି ତୁମ ଟିକ୍ ଟକ ଭିଡିଓଠାରୁ ମୋ ଦାଢ଼ି ଭଲ ଅଛି ବୋଲି କହିଥିଲେ।ତାପରେ ପିଟରସନ ଚୁପ ହୋଇଯାଇଥିଲେ।
ଏବେ ଲକ୍ ଡାଉନ ପାଇଁ ସବୁ ଖେଳାଳି ଘରେ ସମୟ କାଟୁଛନ୍ତି ।ସେଥିପାଇଁ ଘରେ କାଟୁଥିବା ସମୟର ଫୋଟକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। କେତେବେଳେ ବିରାଟ ଡାଇନେସର ଭଙ୍ଗୀରେ ତ ଆଉ କେତେବେଳେ ଅନୁଷ୍କା ତାଙ୍କର ଚୁଟି କାଟୁଥିବା ଚିତ୍ର ସାମାଜିକ ଗଣ ମାଧ୍ୟମରେ ଛାଡ଼ୁଛନ୍ତି।ଅନେକ ଫୋଟକୁ ପ୍ରଶଂସା କରୁଥିବା ବେଳେ ଆଉ କେତେ ତାଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles