Sc -ST ଛାତ୍ରଛାତ୍ରୀଙ୍କ ସାକ୍ଷରତା ବଢୁଛି…

- Advertisement -

ଭୁବନେଶ୍ୱର : ରାଜ୍ୟରେ SC ST ଛାତ୍ରଛାତ୍ରୀଙ୍କ ପାଇଁ 700ଟି ଆଶ୍ରମ ସ୍କୁଲ, 501 ସେବାଶ୍ରମ, 27 ଏକଲବ୍ୟ ମଡେଲ ସ୍କୁଲ, 10 କଳିଙ୍ଗ ଆବାସିକ ସ୍କୁଲ ଥିବା ଗୃହରେ ଉତ୍ତର ରଖିଛନ୍ତି SC ST ବିକାଶ ମନ୍ତ୍ରୀ ଜଗନ୍ନାଥ ସରକା। 422 ଉଚ୍ଚବିଦ୍ୟାଳୟରୁ 62କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି। 7.50 % ପିଲାଙ୍କୁ ବୃତ୍ତି ଦିଆଯାଉଛି। 19ଟି ଜିଲ୍ଲାରେ ସ୍ୱାକ୍ଷରତା କମ ଥିବାରୁ ସଂଯୋଜକ ଓ ପ୍ରେରକ ନିଯୁକ୍ତି ଦିଆଯାଇଛି। ଆମ କଥା ଓ ଭାରତ ସ୍ୱାକ୍ଷରତା କାର୍ଯ୍ୟକ୍ରମ ଜରିଆରେ SC ST ଛାତ୍ରଛାତ୍ରୀଙ୍କୁ ସ୍ୱାକ୍ଷର କରାଯାଉଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles