ରାଜସ୍ବ ମନ୍ତ୍ରୀଙ୍କୁ କଣ ପ୍ରଶ୍ନ କଲେ ଶାସକ ଦଳ ବିଧାୟକ : ପଢନ୍ତୁ..

- Advertisement -

ଭୁବନେଶ୍ୱର : ଵହୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଏବେ ବିପଦସଂକୁଳ ଅବସ୍ଥାରେ। ଅଧିକାଂଶ ଯଦିଓ ସ୍କୁଲ ଓ କଲେଜ ପରିସରରେ ନିର୍ମାଣ ହୋଇଛି, ହେଲେ ଏହାର ମରାମତି ସହ ରକ୍ଷଣାବେକ୍ଷଣ କିଏ କରିବ। ଗଣଶିକ୍ଷା, ରାଜସ୍ବ ସମେତ ଆର ଡି ଵିଭାଗ କେହି ବି ଏହାର ଦାୟିତ୍ୱ ନେଵାକୁ ମଙ୍ଗୁନାହାନ୍ତି। ଯାହାକି ଦୁର୍ଭାଗ୍ୟଜନକ।
ପ୍ରଶାନ୍ତ ମୁଦୁଲି
ବିଜେଡି ଵିଧାୟକ
2-ଆଶ୍ରୟସ୍ଥଳୀରେ ଲୋକେ ରହିଵା ପାଇଁ ସରକାର ହାଣ୍ଡି, ଡେକଚି,ଜେନେରେଟର ଓ ଲାଇଟ ଯୋଗାଇଥିଲେ। ହେଲେ ଏବେ ୮୦ ପ୍ରତିଶତ ଆଶ୍ରୟସ୍ଥଳୀରେ ଏସବୁ କିଛି ନାହିଁ। କମିଟି କରାଯାଇଥିଲା ଏହାର ତଦାରଖ କରି ରିପୋର୍ଟ ଦେବାକୁ। ତଦାରଖ ହୋଇଛି କି? ରାସ୍ତା ନଥିବାରୁ ବିଲ ଭିତରେ ଲୋକେ ଆଶ୍ରୟସ୍ଥଳୀକୁ ଯାଉଛନ୍ତି।
ପ୍ରଦୀପ ମହାରଥୀ
ବିଜେଡି ଵିଧାୟକ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles