ଦୁଃଖ ପ୍ରକାଶ କଲେ ବାଚସ୍ପତି : ବିରୋଧୀ ଦଳ ନେତା କହିଲେ ଏହା ତାଙ୍କର ଉଦାରତା

- Advertisement -

ଭୁବନେଶ୍ୱର :ଭୁଲ ମାଗିଲେ ବାଚସ୍ପତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗତକାଲି ବିବୃତ୍ତି ଦେଉଥିବା ବେଳେ ଗୃହକୁ ବନ୍ଦ କରି ଦେଇଥିଲେ। ସେ ପ୍ରସଙ୍ଗରେ ବାଚସ୍ପତି ନିଜ ସ୍ପଷ୍ଟୀକରଣ ରଖିଲେ। ଭୁଲ ବୁଝାମଣା ଯୋଗୁଁ ସେ କହୁଥିବା ବେଳେ ଗୃହକୁ ବନ୍ଦ କରିଦେଇଥିଲି। ଏଥିପାଇଁ ମୁଁ ଦୁଃଖ ପ୍ରକାଶ କରିଛି ବୋଲି ବାଚସ୍ପତି ଗୃହରେ କହିଲେ। ସେପଟେ ବିରୋଧୀ ଦଳ ନେତା କହିଲେ, ଏହା ବାଚସ୍ପତିଙ୍କ ଏହା ଉଦାରତା, ସିଏ ଭୁଲ ମାଗିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles