ଭୁବନେଶ୍ୱର : ପ୍ରଶ୍ନକାଳରେ କହିବାକୁ ସୁଯୋଗ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ବିଧାୟକ ସୁରେଶ ରାଉତ ରାୟ ପ୍ରଶ୍ନକାଳ ପରିତ୍ୟାଗ କଲେ । ମୋତେ ସୁଯୋଗ ନଦେବା ଠିକ ନୁହେଁ। ଅସନ୍ତୋଷ ହୋଇ ଗୃହ ଛାଡିଲେ ବିଧାୟକ ସୁରେଶ ରାଉତରାୟ।