ଗାନ୍ଧୀଙ୍କ ଉପରେ କଣ କହିଲେ ମନ୍ତ୍ରୀ ସମୀର ଦାସ..

- Advertisement -

ଭୁବନେଶ୍ୱର : ପିଲାଙ୍କୁ କୌଣସି ଭୂଲ ତଥ୍ୟ, ବିଭ୍ରାନ୍ତି କିମ୍ବା ଘଟଣାଚକ୍ରକୁ ବଦଳାଇବା ଉଦେଶ୍ୟ ନଥିଲା। ଏହି ଅନିଛାକୃତ ତୃଟି ଲାଗି ପତ୍ରିକାକୁ ପ୍ରତ୍ୟାହାର କରାଯାଇଛି। ଜଣଙ୍କୁ ସେବାନିବୃତ୍ତ ସହ ୨ ଜଣଙ୍କୁ କୈଫିୟତ ତଲବ କରାଯାଇଛି। ପୁସ୍ତିକାରେ ଏହି ତୃଟିକୁ ସଂଶୋଧନ କରି ପୁନଃ ମୁଦ୍ରଣ କରି ୧ ମାସ ଭିତରେ ବଣ୍ଟନ କରାଯିବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles