ସମାଜ ମଙ୍ଗଳ କ୍ଷେତ୍ରରେ ଆଉ ଏକ ମାଇଲ୍ ଖୁଣ୍ଟ ।

- Advertisement -

ବ୍ୟାସନଗର  : ଆଜି ସ୍ଥାନୀୟ ହୋଟେଲ୍ ନଟରାଜ୍ ରୟାଲ୍ ଠାରେ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏ.ଜି.ରୋଟାରୀଆନ ଶ୍ରୀଯୁକ୍ତ ମାଙ୍ଗିଲାଲ୍ ବଲଦେବା ମୁଖ୍ୟ ଅତିଥି ଭାବେ ଓ ଆଡଭାଇଜର୍ ରୋଟାରୀଆନ ଶ୍ରୀଯୁକ୍ତ ଶିଶିର କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଟାରୀ କ୍ଲବ୍ ର ଆଭିମୁଖ୍ଯ ଓ ସମାଜ ପ୍ରତି ଦାୟିତ୍ୱ ବୋଦ୍ଧତା ବିଷୟ ରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବ ର ସଭାପତି ରୋଟାରୀଆନ ଅଭୟ ପତି ସଭାପତିତ୍ବ କରିଥିବା ବଳେ ,ଗ୍ଯାନରଞ୍ଜନ ଓଝା ଅତିଥିଙ୍କୁ ପୂଷ୍ପଗୂଛ ଦେଇ ସ୍ବାଗତ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ରୋଟାରୀଆନ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles