30ରେ ନାମାଙ୍କନ ଦାଖଲ କରିବେ ରୀତା… !

- Advertisement -

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ଲାଗି ନବୀନ ନିବାସରେ ବସିଥିବା ବୈଠକ ଶେଷ ହୋଇଛି l ବୈଠକର ନିଷ୍ପତି ଅନୁସାରେ ବିଜେଡି ପ୍ରାଥୀ ଆସନ୍ତା 30 ତାରିଖରେ ନାମାଙ୍କନ ଦାଖଲ କରିବେ l ବିଜେଡ଼ ଏଥର ପୁଣି ଥରେ ରୀତା ସାହୁଙ୍କୁ ପ୍ରାଥୀ କରିବା ପାଇଁ ସ୍ଥିର କରିଛି l ତେବେ ଆହୁରୀ 4ଜଣ ଆଶାୟୀ ଅଛନ୍ତି ବିଜେପୁର ପାଇଁ l 2018 ନିର୍ବାଚନରେ ରିତା ସାହୁ 41 ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles