ପ୍ରାର୍ଥୀପତ୍ର ଦାଖଲ କଲେ ରୀତା ସାହୁ…

- Advertisement -

ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରାର୍ଥୀ ରୀତା ସାହୁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବିଶାଳ ଶୋଭାଯାତ୍ରାରେ ଆସି ସେ ପଦ୍ମପୁରରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ରୀତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡି ନେତା ସଂଜୟ ଦାସ ବର୍ମା, ନବ ଦାସ, ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ପ୍ରମୁଖ ଯୋଗଦେଇଥିଲେ l 2018 ସାଧାରଣ ନିର୍ବାଚନରେ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ 41 ହଜାର ଭୋଟରେ ପରାସ୍ତ କରିଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles