ଦିଲ୍ଲୀପ ପଣ୍ଡା ନାମାଙ୍କନ ଦାଖଲ କଲେ…

- Advertisement -

ଭୁବନେଶ୍ୱର : କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବିଜେପୁର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ଦିନ 11ବେଳେ ସେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିଛନ୍ତି l ନାମାଙ୍କନ ଦାଖଲ ପରେ ସେ କହିଛନ୍ତି ଯେ ବିଜେପୁରରେ ପୁଣି କଂଗ୍ରେସ ଗଡ଼ ଫେରିପାରିବ l ଲୋକେ କଂଗ୍ରେସ କୁ ଜିତିବାକୁ ଚାହୁଁଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles