ରଥ ତିଆରିକୁ ମିଳିଲା ଅନୁମତି…..

- Advertisement -

ଭୁବନେଶ୍ୱର: ରଥ ତିଆରିକୁ ନେଇ ଲାଗିରହିଥିବା ଅନିଶ୍ଚିତତାର ଏବେ ଅନ୍ତ ଘଟିଛି । ଏଥିପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ବିଭାଗ ।ରଥ ଖଳାରେ ହେବ ରଥ ନିର୍ମାଣ । ହେଲେ ସେଠାରେ କୌଣସି ଧାର୍ମିକ ଏକତ୍ରୀ କରଣ ହୋଇ ପାରିବ ନାହିଁ। ରଥ ଖଳାକୁ କପଡା ଦ୍ଵାରା ଆବଦ୍ଧ କରାଯିବ। ଦେଶରେ କରୋନା ପାଇଁ ହୋଇଥିବା ସମସ୍ତ ଗାଇଡ଼ ଲାଇନକୁ ପାଳନ କରି ରଥ କାର୍ଯ୍ୟ କରାଯିବ ।ଏ ନେଇ ଆଜି ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ହେଲେ ରଥଯାତ୍ରା ନିଷ୍ପତ୍ତି ସଂପୂର୍ଣ୍ଣ ରାଜ୍ୟ ସରକାରଙ୍କ ବୋଲି କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles