ଗୋଟିଏ ଦିନରେ 34ପଜେଟିଭ ଚି଼ହ୍ନଟ…..

- Advertisement -

ଭୁବନେଶ୍ୱର : ଆଜି ରାଜ୍ୟର ଗୋଟିଏ ଦିନରେ 34 ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 219ରେ ପହଂଚିଛି l ସେହିପରି
ପୁଣି ଭୁବନେଶ୍ବରକୁ ଫେରିଲା କରୋନା l ଆଜି ରାଜଧାନୀରୁ ତିନି ଆକ୍ରାନ୍ତ ଚିହ୍ନଟ, ମଞ୍ଚେଶ୍ବର, ଭିଏସଏସ ନଗର ଏବଂ ସୂର୍ଯ୍ୟ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles