ହାତ ଟେକିଦେଲା ବିଜେପି : ରାଜ୍ୟସଭା ପ୍ରାଥୀ ଦେବନି

- Advertisement -

ଭୁବନେଶ୍ୱର : ରାଜ୍ୟସଭା ରେସରୁ ଓହରିଲା ବିଜେପି l ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ବିଜେପି ପାଖରେ ରାଜ୍ୟ ସଭା ଆସନ ଜିତିବାକୁ ସଂଖ୍ୟା ନାହିଁ, ଆମେ ପ୍ରାର୍ଥୀ ଦେଲେ ବିଜୟୀ ହୋଇପାରିବୁ ନାହିଁ, ତେଣୁ ଏଥର ପ୍ରାର୍ଥୀ ଦେବୁନାହିଁ।ପାର୍ଥିପତ୍ର ଦାଖଲ କରିବାର ଯଦି ଥାନ୍ତା ତେବେ ଏତେବେଳକୁ କରିସରନ୍ତାନି। ରାଜ୍ୟସଭା ନିର୍ବାଚନରେ ବିଜେପିର କୌଣସି ସମ୍ପୃକ୍ତି ନାହିଁ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles