ଜଗା ଶରଣରେ ବଲିଉଡ ଷ୍ଟାର ଗୋବିନ୍ଦା….

- Advertisement -

ଭୁବନେଶ୍ୱର : ଲୋକପ୍ରିୟ ବଲିଉଡର ଅଭିନେତା ଗୋବିନ୍ଦା ଆହୁଜା ଓ ତାଙ୍କର ସ୍ତ୍ରୀ ସୁନୀତା ଆହୁଜା ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି l ରାତ୍ର ୯.୩୦ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ଉଭୟ l ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଖୁସି ଓ ଆନନ୍ଦିତ ହେଲେ ବୋଲି କହିଛନ୍ତି ବଲିଉଡ ଷ୍ଟାର ଗୋବିନ୍ଦା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles