ଅନଲାଇନ ଗେମ୍ ମାୟାରେ ଯୁବକ..

- Advertisement -

ଯାଜପୁର : ଆଜି କାଲି ଅନଲାଇନ ଗେମ ମାୟାରେ ସମସ୍ତେ l ବିଶେଷ କରି ଯୁବକ ଯୁବତୀମାନେ ମୋବାଇଲ ଗେମରେ ମାତିଛନ୍ତି l କ୍ୟାଣ୍ଡି କ୍ରସ ସାଗା, କୈନ ମାଷ୍ଟର, ପବଜି, ପରି ଅନଲାଇନ ଗେମ୍ ଲୋକଙ୍କୁ ପାଗଳ କରୁଛି l ଗଳି କନ୍ଦି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଲୋକେ ମୋବାଇଲ ଧରି ଗେମ ଖେଳୁଥିବା ଦେଖିବାକୁ ମିଳୁଛି l ଏ ଗେମ୍ ନିଶା ଲୋକଙ୍କୁ ଏମିତି ଘାରିଛି ଯେ ଲୋକେ ଖାଇବା ପିଇବା ଭୁଲିଗଲେଣି l
ଏକ ଗବେଷଣା ଅନୁସାରେ ଅଧିକ ଗେମ ଖେଳିଲେ ହାତ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ l ହେଲେ ଏହାକୁ ଖାତିର ନକରି ଯୁବକମାନେ ଖେଲିଚାଲିଛନ୍ତି l ଫଳରେ ସ୍କୁଲ କଲେଜ ରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଚିନ୍ତାରେ ପଡିଗଲେଣି l ଏହିପରି ଗେମ୍ ର ସବୁଠୁଁ ଖରାପ ଦିଗ ହେଉଛି ଏହି ନିଶା ମଦ ଗଞ୍ଜେଇ ଠାରୁ ଖରାପ l ଅଧିକ ଦିନ ଖେଳିଲେ କର୍କଟ.ହୃଦରୋଗ, ପା ରଲିସ ପରି ରୋଗ ହେବାର ଆଶଙ୍କା ଅଛି ବୋଲି ଆମେରିକାର ଏକ ସଂସ୍ଥା କହିଛି l ଏହା ସହ ଏହାକୁ ଖେଳୁଥିବା ଲୋକମାନେ ହଠାତ ରାଗିଯାଉଛନ୍ତି କେତେକ ଗେମ୍ ଖେଳୁଥିବା ଲୋକ କହିଛନ୍ତି l ଯାଜପୁରର ହରେକୃଷ୍ଣ ବେହେରା କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles