ମୋ ସରକାର କାର୍ଯ୍ୟକ୍ରମ ପାଇଁ ଖସଡ଼ା ପ୍ରସ୍ତୁତ..

- Advertisement -

ଭୁବନେଶ୍ୱର : ଅକ୍ଟୋବର 2ରୁ ଆରମ୍ଭ ହେବାକୁଥିବା ମୋ ସରକାର କାର୍ଯ୍ୟକ୍ରମ ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଚିବାଳୟରୁ ସେ 635 ଜଣ ଥାନାଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସି ଜରିଆରେ କଥା ହୋଇଛନ୍ତି। 5T ଅନୁସାରେ ଯିଏ ଭଲ କାମ କରିବ, ତାଙ୍କୁ ବିନା କିଛି ସର୍ତ୍ତାବଳି ପଦୋନ୍ନତି ଦିଆଯିବ। ଯିଏ ନ କଲେ, ତାଙ୍କ ପଦବୀ ହଠାତ କମାଇ ଦିଆଯିବ ବୋଲି ସତର୍କବାଣୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ବି ସଚିବାଳୟରେ ଆଲୋଚନା ହୋଇଛି l ଅଗଷ୍ଟ 15ରେ ମୋ ସରକାର ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles