ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-

- Advertisement -

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-
ଭୁବନେଶ୍ୱର: ରାଜ୍ୟରେ ପ୍ରତେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାସହ ଗୋଟେ ପରେ ଗୋଟେ ଜିଲ୍ଲାକୁ ମଧ୍ୟ ମାଡିବାରେ ଲାଗିଛି। ଏବେ ରାଜ୍ୟର ୨୯ଜିଲ୍ଲା କରୋନା କବଳରେ। ଆଜି ରାଜ୍ୟରେ ୧୪୧ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ରେ ପହଁଚିଛି। ସେଥିମଧ୍ୟରୁ ଏହାସହ ୯୯୧ଜଣ ଚିକିତ୍ସାଧୀନ,ଜଣ ୧୨୪୫ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି।ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ସଂଖ୍ୟ

୧- ଗଞ୍ଜାମ ଜିଲ୍ଲାରେ – ୪୫୮
୨-ବାଲେଶ୍ବରରେ- ୧୪୮
୩-ଯାଜପୁରରେ -୨୯୦
୪-କଟକରେ -୧୨୬
୫-ସୁନ୍ଦରଗଡ଼ରେ -୧୧୫
୬-ପୁରୀରେ -୯୬
୭-କେନ୍ଦ୍ରାପଡ଼ାରେ -୧୫୨
୮-ଅନୁଗୁଳରେ -୨୬
୯-ଖୋର୍ଦ୍ଧାରେ -୧୬୬
୧୦-ଦେବଗଡ଼ରେ -୩୨
୧୧-ଭଦ୍ରକରେ -୧୨୦
୧୨-ନୟାଗଡ଼ରେ -୬୯
୧୩-ଜଗତସିଂହପୁରରେ -୮୬
୧୪-ନୂଆପଡ଼ାରେ -୫୨
୧୫-ବଲାଙ୍ଗୀରରେ -୮୯
୧୬-ବୌଦ୍ଧରେ -୪୨
୧୭-କେନ୍ଦୁଝରରେ- ୩୦
୧୮-ମାଲକାନଗିରିରେ -୨୧
୧୯-ମୟୂରଭଞ୍ଜରେ- ୨୭
୨୦-କଳାହାଣ୍ଡିରେ -୨୦
୨୧-କନ୍ଧମାଳରେ- ୨୨
୨୨-ଗଜପତିରେ- ୪୦
୨୩-କୋରାପୁଟରେ -୭
୨୪-ଢେଙ୍କାନାଳରେ -୨୧
୨୫-ଝାରସୁଗୁଡ଼ାରେ -୭
୨୬-ସମ୍ବଲପୁରରେ -୧୨

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles