ଯାଜପୁର ବିଜେଡିରେ ୟଙ୍ଗ ବ୍ରିଗେଡିୟର…..

- Advertisement -

ଯାଜପୁର :ଓଡ଼ିଶାରେ ବିଜେଡିର ଗଡ଼ କୁହାଯାଉଥିବା ଯାଜପୁର ଜ଼ିଲ୍ଲା ବିଜେଡିର ମଙ୍ଗ ଏବେ ଧରିଛନ୍ତି ନବୀନଙ୍କ ତିନି ଜଣ ଯୁବ ବ୍ରିଗେଡିୟର l ବବି -ଜିତୁ -ଡ୍ୟାନି l ଏହି ତିନି ଜଣଙ୍କ ଯୋଡି ଏବେ ଯାଜପୁରରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିଛି l ଯୁବକ ମାନଙ୍କୁ ସାଙ୍ଗରେ ଧରି ଏହି ନେତାମାନେ ଯାଜପୁରରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛନ୍ତି l
2019 ସାଧାରଣ ନିର୍ବାଚନରେ ଜ଼ିଲ୍ଲାର 7ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଅକ୍ତିଆର କରିଛି ବିଜେଡି l ନେତାଙ୍କ ରଣନୀତି ପାଖରେ ହାରମାନିଥିଲା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ରଣନୀତି l ଏବେ ଏହି ତିଣିନେତା ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି l କେବଳ ଯାଜପୁର ଜିଲ୍ଲା ନୁହେଁ ଏହି ତିନିନେତାଙ୍କ ସଂଗଠନିକ ଦକ୍ଷତା ଯୋଗୁଁ ନବୀନ ଏମାନଙ୍କୁ ଦଳର ବହୁ ଗୁରୁ ଦାୟିତ୍ୱ ଦେଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles