ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ : ଘର ଛାଡ..

- Advertisement -

ଭୁବନେଶ୍ୱର : 26 ପୂର୍ବତନ ବିଧାୟକମାନଙ୍କୁ ଘର ଛାଡ଼ିବାକୁ ଗତ ସେପ୍ଟମ୍ବର 16ରେ ନୋଟିସ୍ ଜାରି କରିଥିଲେ ବାଚସ୍ପତି। ପୂର୍ବତନ ବିଧାୟକଙ୍କ କ୍ୱାର୍ଟରରୁ ଜଳ ଓ ବିଦ୍ୟୁତ ସଂଯୋଗ କାଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବିଧାୟକମାନେ କିଏ ନଜର ପକାନ୍ତୁ…..
୨୬ପୂର୍ବତନ ବିଧାୟକ
1-ଝିନ୍ନ ହିକ୍କକା
2-ସରୋଜିନୀ ହେମ୍ବ୍ରମ
3-ବସନ୍ତ ପଣ୍ଡା
4- ସଞ୍ଜୀବ ସାହୁ
5-ସରୋଜ ସାମଲ
6- ସଞ୍ଜୟ ଦାସବର୍ମା
7-ରମେଶ ମାଝୀ
8- କିଶୋର ତରାଇ
9-ପୁଷ୍ପେନ୍ଦ୍ର ସିଂହଦେଓ
10-ରବି ନାରାୟଣ ନାଏକ
11-ନୀତେଶ ଗଙ୍ଗଦେବ
12-ନନ୍ଦିନୀ ଦେବୀ
13- ମହେଶ ସାହୁ
14-ଦାମୋଦର ରାଉତ
15-ଦେବାଶିଷ ନାୟକ
16-ସାନନ୍ଦ ମାରାର୍ଣ୍ଡି
17-ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ
18- ଗୋଲକ ବିହାରୀ ନାଏକ
19-ବିଜୟଶ୍ରୀ ରାଉତରାୟ
20-ଧନେଶ୍ୱର ମାଝୀ
21-ବିଭୂତି ଭୂଷଣ ହରିଚନ୍ଦନ
22-ପ୍ରଭାତ ତ୍ରିପାଠୀ
23-ଭୂଜବଳ ମାଝୀ
24-ଯୁଗଳ କିଶୋର ପଟ୍ଟନାୟକ
25-ସ୍ୱର୍ଗତ ସୁବଳ ସାହୁ
26-ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ
ତେବେ ସରକାରୀ କ୍ୱାର୍ଟର ରଖିଥିବା ପୂର୍ବତନ ବିଧାୟକଙ୍କୁ 3 ଦିନ ମଧ୍ୟରେ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର l 3 ଦିନ ମଧ୍ୟରେ ଘର ନଛାଡିଲେ ଏହି ବିଧାୟକମାନଙ୍କ ବିରୋଧରେ FIR ଦାୟର ହେବ ବୋଲି ବାଚସ୍ପତି କହିଛନ୍ତି l ବିଧାୟକ କ୍ୱାଟର୍ସ ଭଙ୍ଗା ହୋଇ ବହୁତଳ କୋଠା ନିର୍ମାଣ ହେବ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles