ସରକାରୀ ସ୍କୁଲ ଖାଦ୍ୟ ରନ୍ଧାରେ ବିଧାୟକ ରାନ୍ଧାରୀ ନାଖୁସ…

- Advertisement -

ଭୁବନେଶ୍ୱର : ସ୍କୁଲରେ ହଠାତ ପହଁଚିଲେ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ l ଦେଖିଲେ ମଧ୍ୟାନ ଭୋଜନରେ ତାଙ୍କ ନିର୍ବାଚନ ମଣ୍ଡଳିର ଏକ ସ୍କୁଲରେ ପିଲାଙ୍କୁ ଖାଲି ଭାତ ଖାଇବାକୁ ଦିଆଯାଉଛି l ବାସ ତାହା ଦେଖି ବିଧାୟକ ରାଗିଗଲେ l ତଳେ ବାସୀ ପଡି ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମାନଙ୍କୁ କାହିଁକି ପିଲାଙ୍କୁ ଖାଲି ଭାତ ଦିଆଯାଉଛି ବୋଲି ପ୍ରଶ୍ନ କରି ରାଗିଗଲେ l ପଚାରିଲେ ଆପଣଙ୍କ ପିଲା ହୋଇଥିଲେ ଏପରି କହିବାକୁ ଦେଇଥାନ୍ତେ l ଏହା ପରେ ପିଲାଙ୍କୁ ଡାଲମା କରାଯାଇ ଖାଇବାକୁ ଦିଆଯିବା ସହ ଆଉ ଯେପରି ଏପରି ଭୂଲ ନହୁଏ ସେ ନେଇ ବିଧାୟକ ସ୍କୁଲ ଶିକ୍ଷକ ମନଙ୍କୁ ତାଗିତ କରି ଆସିଥିଲେ l.

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles