ଚା ହେବ ମହଙ୍ଗା : ବଢିଲା ଓମଫେଡ଼ ଦର

- Advertisement -

ଭୁବନେଶ୍ୱର : ବଢିବ ଚା ଦର l ଚା ଗୋଟେ କପ 6 ଟଙ୍କା ଅଛି l ଦର ବଢିବା ପରେ ଚା ଦର 2ଟଙ୍କା ବୃଦ୍ଧି ପାଇବ ବୋଲି ଜଣାପଡିଛି l ଓମଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।ପୂର୍ବରୁ ଓମଫେଡ୍ କ୍ଷୀର ଲିଟର ୪୦ ଟଙ୍କା ଥିବାବେଳେ ଏବେ ଲିଟର ପିଛା ୪୪ ଟଙ୍କା ହୋଇଛି। ଆସନ୍ତାକାଲିଠୁ ଓମଫେଡ୍‌ର ଏହି ବର୍ଦ୍ଧିତ ଦର ଲାଗୁ ହେବ | କ୍ଷୀର ଦର ବଢିବା ପରେ ଲୋକେ ଚିନ୍ତାରେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles