426ଜଣ ମଦୁଆ ଡ୍ରାଇଭର ଗିରଫ :ପୋଲିସ ଡିଜି

- Advertisement -

ଭୁବନେଶ୍ୱର : ମଦୁଆ ଡ୍ରାଇଭର ସାବଧାନ l ମଦ ପିଇ ଗାଡିଚାଳଉଥିଲେ ଗିରଫ ହେବାକୁ ପଡିବ l ନୁଆଁ ମଟର ଯାନ ଆଇନ ବଳରେ ଏଯାଏ 426ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କଲାଣି ପୋଲିସ l ଆଗକୁ ଏହି ଅଭିଯାନ ଜୋରଦାର କରାଯିବ ବୋଲି ପୋଲିସ ଡିଜି କହିଛନ୍ତି l ସମ୍ବଲପୁରରେ 18ଜଣ, ବ୍ରହ୍ମପୁରରେ 16 ଜଣ ମଦୁଆ ଗିରଫ ହୋଇଛନ୍ତି l କାଲି ଗୋଟିଏ ଦିନରେ 141 ଜଣ ଗିରଫ ହୋଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles