26 ବିଧାୟକଙ୍କୁ ନୋଟିସ : ଘର ଛାଡ

- Advertisement -

ଭୁବନେଶ୍ୱର : 26 ଜଣ ପୂର୍ବତନ ବିଧାୟକ ସରକାରୀ ଘରକୁ ଛାଡ଼ୁନାହାନ୍ତି l ଏଥିଲାଗି 26 ଜଣ ବିଧାୟକଙ୍କୁ ନୋଟିସ କରାଯାଇଛି l ଯଦି ଏହାପରେ ସେମାନେ ଘର ନଛାଡ଼ିବେ ତେବେ ସେହିସବୁ ଘରକୁ ପାଣି, ବିଜୁଳି ଦିଆଯିବନାହିଁ l ଏହି ତାଲିକାରେ ଅଛନ୍ତି ପ୍ରଭାତ ତ୍ରିପାଠୀ, ଗୋଲକ ନାୟକ, ବସନ୍ତ ପଣ୍ଡା, ବିଜୟଶ୍ରୀ ରାଉତରାୟ, ସାନଦ ମାରାଣ୍ଡି, ଭୁଜବଳ ମାଝୀ ନାଁ ରହିଛି l
ତୁରନ୍ତ ସରକାରୀ ଘର ଛାଡିବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି l କାରଣ ପୂର୍ଵତନ ବିଧାୟକ ଘର ଛାଡିଲେ ନୁଆଁ ବିଧାୟକମାନେ ଘର ପାଇବେ l ସବୁଠାରୁ ବିଡମ୍ବନାର ବିଷୟ ଯେ ଦିନେ ଆଇନ ପ୍ରଣୟନ କରୁଥିବା ଏହି ବିଧାୟକ ମାନେ କାହିଁକି ଆଇନକୁ ମାନୁନାହାନ୍ତି ତାହା ଚାରିଆଡେ ଚର୍ଚ୍ଚା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles