ବଢିଲା କଂଗ୍ରେସ କଳି : ଇତିଶ -କଂଗ୍ରେସ ମୁହାଁମୁହିଁ

- Advertisement -

ଭୁବନେଶ୍ୱର : ନିଳମ୍ବନକୁ ମୁଁ ଗ୍ରହଣ କରୁନାହିଁ l ମୋ ନିଳମ୍ବନ ବିଷୟରେ NSUI ସଭାପତି ଜାଣିନାହାନ୍ତି ବୋଲି ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ କହିଛନ୍ତି l ମୋତେ ନିଲମ୍ବନ କରିବାର ଅଧିକାର ନାହିଁ ଯିଏ କରିଛନ୍ତି l ମୋତେ ଛାତ୍ର କଂଗ୍ରେସରୁ ବହିଷ୍କାର କରାଯାଇଛି, କଂଗ୍ରେସରୁ ନୂହେଁ ବୋଲି କହିଛନ୍ତି ଇତିଶ l ଶାସକ ଦଳ ସହ ହାତ ମିଳାଇ ଯେଉଁ ମାନେ କଂଗ୍ରେସର କ୍ଷତି ପହଞ୍ଚିଛନ୍ତି ତାଙ୍କ ମୁଖା ଖୋଲିବୁ ବୋଲି ଚେତାବନୀ ଦେଇଛନ୍ତି l ଏହାସହ ଯେଉଁମାନେ ପିସିସି ସଭାପତି ନିରଞ୍ଜନ ପଟନାୟକ ଯୁଆଡେ ଯିବେ ଆଣ୍ଡା ମାଡ ହେବ ଇତିଶ ଖୋଲା ଚ୍ୟାଲେଜ ଦେଇଛନ୍ତି l ଏହା ସହ ସେ AICC ଅଫିସ ସମ୍ମୁଖରେ ଅନଶନ ହେବ କରିବେ ବୋଲି କହିଛନ୍ତି l ସେପଟେ ପୁର୍ବତନ ପିସିସି ମୁଖପାତ୍ର ପଦ୍ମାକର ଗୁରୁଙ୍କ ଇତିଶ ନେଇ କହିଛନ୍ତି ଯେ ଇତିଶଙ୍କ କଥା ଗାଲୁଆଙ୍କର ବାରବାଟି ଚାଷ l ତେବେ ଆଗକୁ ଏହି କଳି କେଉଁ ମୋଡ ନେଉଛି ତାହା ଦେଖିବାର କଥା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles