ସରିଲା ଖୁଦୁରୁକୁଣୀ ଓଷା : କାଲି ବିଦାୟ ନେବେ “ମା”

- Advertisement -

ଯାଜପୁର : ପର୍ଣ୍ଣିମା ତିଥିରେ ଓଡିଶା ର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମାଁ ଖୁଦୁରୁକୁଣୀ ଙ୍କ ପୂଜା ଶେଷ ହୋଇଛି l ଓଡିଆ ଘରର ପରମ୍ପରା ସ୍ବରୂପ ଏହି ପୂଜା ଓଡିଆ ଘରର କୁଆଁରୀ ଝିଅ ମାନେ ନିଜ ଭାଇ ମାନଙ୍କ ଶୁଭ ମନାସୀ ଏହି ପୁଜା ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଏହି ପୁଜା ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । 5ପାଳି ପରେ ଆଜି ସାରିଛି “ମା “ଖୁଦୁରୁକୁଣୀଙ୍କ ପୂଜା l
ଆସନ୍ତା କାଲି ଭାଷାଣୀ ଉତ୍ସବ ଅନୁଷ୍ଠିତ ହେବ l ଏହା ସହିତ ଏକ ମାସ ଧରି ଚାଲିଥିବା ଓଷା ମଧ୍ୟ ଶେଷ ହୋଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles