କାଳ ହେଲା ପ୍ରେସମିଟ : କଂଗ୍ରେସରୁ ଇତିଶ ନିଲମ୍ବିତ

- Advertisement -

ଭୁବନେଶ୍ୱର : ଭାରୀପଡିଲା ପ୍ରେସମିଟ l କଂଗ୍ରେସରୁ ବିଦା ହେଲେ ଇତିଶ ପ୍ରଧାନ l ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ତାଙ୍କୁ ମହଙ୍ଗା ପଡ଼ିଲା । ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ତଥା ଏବେକାର ରାଜ୍ୟ ଆବାହକ ଇତୀଶ ପ୍ରଧାନଙ୍କୁ ଏନଏସୟୂଆଇରୁ ନିଲମ୍ବିତ କରାଯାଇଛି । ଛାତ୍ର କଂଗ୍ରେସର ଓଡ଼ିଶା ପ୍ରଭାରୀ ମୋଥା ରୋହିତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଯାହାକୁ ନେଇ ସରଗରମ ହୋଇଛି କଂଗ୍ରେସ ରାଜନୀତି l
କିଛିଦିନ ତଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରେସମିଟରେ ଇତୀଶ ସମାଲୋଚନା କରିବା ସହ ଓଡ଼ିଶାରେ ପୁରାଇ ନଦେବାକୁ ଚେତଵିନି ଦେଇଥିଲେ l ଯାହାକୁ ଦଳ ଗୁରୁତର ସହ ନେଇ ତାଙ୍କ ବିରୋଧରେ ଏପରି ପଦକ୍ଷେପ ନେଇଛନ୍ତି l….

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles