ଯାଜପୁର : ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସାପ୍ତାହିକ ରକ୍ତଦାନ ଶିବିର ଯାଜପୁରରେ ଅନୁଷ୍ଠିତ ହୋଇଯାଇଛି l ଯାଜପୁର ସହରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ ହୋଇ ଯୁବପିଢ଼ି ମାନେ ଅଧିକରୁ ଅଧିକ ରକ୍ତଦାନ କରିବାକୁ ଆହ୍ୱାନ କରିଛନ୍ତି l