ହସୁଛି କାଶତଣ୍ଡୀ :ପାର୍ବଣ କୁ କରିବା ପାଇଁ ସ୍ୱାଗତ

- Advertisement -

ଭୁବନେଶ୍ୱର : ଆସିଲାଣି ପାର୍ବଣ l ଆସୁଛନ୍ତି ମା ‘ l ,ମା ଙ୍କ ସ୍ୱାଗତ କରିବା ପାଇଁ ଆଗଭର ହେଲାଣୀ କାଶତଣ୍ଡି l ରାଜରାସ୍ତା ଠାରୁ ଆରମ୍ଭ କରି ନଈପଠା ଯାଏଁ ସବୁଠି କାଶତଣ୍ଡୀ ଫୁଲର ସମ୍ଭlର। ଏହି କାଶତଣ୍ଡି ଫୁଲ ଶାରଦୀୟ ଦୁର୍ଗାପୂଜା ଓ ଜଗତ୍ ଜନନୀ ମା ଦୁର୍ଗାଙ୍କ ପବିତ୍ର ଆଗମନର ପ୍ରକୃତି ରାଣି ସୁଚନା ପ୍ରଦାନ କରେ। ଯାହାକୁ ଦେଖିଲେ ମନରେ ଥିବା କ୍ରୋଧ, ଲୋଭ,ମୋହ, ମାୟା କୁ ଭୁଲି ହୋଇଯାଏ। କାଶତଣ୍ଡି ଫୁଲ ପରିବେଶକୁ ଶୋଭା ମଣ୍ଡିତ କରୁଛି।
କାଶତଣ୍ଡୀ ଫୁଲର ଧଳା ଚାଦର ଯେମିତି ପାର୍ବଣକୁ ସଜାଇ ଦିଏ l ସେଥିପାଇଁ ତ କାଶତଣ୍ଡୀ କାହାର ପ୍ରେମିକ ତ ଆଉ କାହାର ମନର ରାଣୀ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles